ସବୁଠୁ ଖରାପ ସମୟ ଆସିନି:ଲକ୍ଷଣ ବିହୀନ ସଂକ୍ରମଣ ହିଁ ଚିନ୍ତାର କାରଣ

ନୂଆଦିଲ୍ଲୀ: ଭାରତରେ କରୋନାଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲେ ହେଁ ସବୁଠୁ ଖରାପ ସମୟ ତଥାପି ଆସିନି ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତିା ଲୋକେ ସଚେତନ ହୋଇ ମାସ୍କ ବ୍ୟବହାର କରିବାଠୁ ଆରମ୍ଭ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ବି ଏହି ଘାତକ ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ବ୍ୟାପକ ସଂକ୍ରମଣ ପାଇଁ ଆହୁରି ଅନେକ କାରଣ ରହିଛିା ଫଳସ୍ୱରୂପ … Continue reading ସବୁଠୁ ଖରାପ ସମୟ ଆସିନି:ଲକ୍ଷଣ ବିହୀନ ସଂକ୍ରମଣ ହିଁ ଚିନ୍ତାର କାରଣ